ସବିଙ୍କୁ Sabṅku

  • ଦେ. ସର୍ବନାମ — ସମସ୍ତଙ୍କୁ — To all
  • ଦେ. ସର୍ବନାମ — [ଉ—ଏକ୍ଷଣି ସବିଙ୍କି ପେଷିବି ଯମପୁରୀ, ବସିବି ଆସି ପୁଣି ତୋରେ କୋଳେ ଧରି। କୃଷ୍ଣସିଂହ, ମହା— ଭାରତ, ବନ।]