ସବିକାଶ Sabikāṡa

  • ସଂ. ବିଣ (ସହାର୍ଥ ବହୁବ୍ରୀହି; ସ+ବିକାଶ) — ବିକାଶ ପ୍ରାପ୍ତ; ପ୍ରସାରିତ; ଅସଙ୍କୁଚିତ — Expanded
  • ସଂ. ବିଣ (ସହାର୍ଥ ବହୁବ୍ରୀହି; ସ+ବିକାଶ) — ପ୍ରଫୁଲ୍ଲ; ବିକଶିତ — Full-blown