ସବିକଳ୍ପ Sabikaḻpa

  • ସଂ. ବିଣ.—(ସ=ସହିତ+ବିକଳ୍ପ) — ଦ୍ୱୈଧଜ୍ଞାନଯୁକ୍ତ; ସନ୍ଦିଗ୍ଧ — Sceptic
  • ବି. — (ବେଦାନ୍ତ)
  • ବି. — (ବେଦାନ୍ତ) ଜ୍ଞାତା ଓ ଜ୍ଞେୟର ଭେଦଜ୍ଞାନ — The knowledge of the individual existence of the knower and the knowable
  • ବି. — (ନ୍ଯାୟ ଦର୍ଶନ) ବିଶେଷଣ(ଗୁଣ)ଯୁକ୍ତ ବିଶେଷ୍ୟ(ବସ୍ତୁ)ର ଜ୍ଞାନ — (Logic) Knowledge of a thing with its attribute
  • ବି. — (ଯୋଗଶାସ୍ତ୍ର) ସମାଧିବିଶେଷ — (J̄oga) A kind of deep meditation
  • ବି. — [ଦ୍ର—ସବିକଳ୍ପ ଓ ନିର୍ବିକଳ୍ପ ଭେଦରେ ସମାଧି ଦୁଇ ପ୍ରକାର। ଯେଉଁ ସମାଧିରେ କୌଣସି ଗୋଟିଏ ଆଲମ୍ବନ ଥାଏ ତାକୁ ସବିକଳ୍ପ ବା ସବୀଜ ସମାଧି କହନ୍ତି— ବିଶ୍ୱକୋଷ।]