ସବାରୀ ହାତୀ Sabāri hātī
- ଦେ. ବି. ପୁଂ — ଯେଉଁ ହାତୀ ରାଜାଙ୍କର ବା ଅନ୍ଯାନ୍ୟ ବିଶିଷ୍ଟ ଲୋକଙ୍କ ଅରୋହଣାର୍ଥ ବ୍ଯବହୃତ ହୁଏ — An elephant which is used by a Raja or high official for riding
- ଦେ. ବି. ପୁଂ — [ଦ୍ର—କେତେକ ହାତୀ ଚାଲିଲାବେଳେ ତାଙ୍କ ପିଠି ଏପରି ଦୋହୋଲେ ଯେ, ସେଥିରେ ଆରୋହୀଙ୍କ ଶରୀର ଖୁବ୍ ଦୋହୋଲେ। ଏପରି ହାତୀର ଆରୋହଣ କ୍ଳାନ୍ତିପ୍ରଦ। ଗୋଟିଏ ଗୋଟିଏ ହାତୀ ଚାଲିବାବେଳେ ସେମାନଙ୍କ ପିଠି ସାମାନ୍ୟ ଦୋହୋଲେ ଓ ସେମାନଙ୍କ ଉପରେ ଆରୋହଣ କରିବା ଆରାମପ୍ରଦ।]