ସବାରି ଗାଡ଼ି Sabāri gāṟḍ̠i
- ଦେ. ବି — ଯେଉଁ ଚାରିଚକିଆ ଗାଡ଼ି ଉପରେ ସବାରି ପରି ଗୋଟିଏ ପ୍ରକୋଷ୍ଠ ଲୋକଙ୍କ ବସିବା ପାଇଁ ସଂଯୁକ୍ତ ହୋଇଥାଏ — A four-wheeled carriage on which is attached a frame like a palki; an office jaun
- ଦେ. ବି — ଅରୋହୀଙ୍କ ବସିବା ପାଇଁ ସବାରି ପରି ଆବୃତ ଆସନ ଯେଉଁ ବଳଦ ଗାଡ଼ିର ଦଣ୍ଡା ଉପରେ ରଖା ଯାଇଥାଏ — A cart on which is attached a sedan-chair-like contrivance