ସବାରି ଗଉଡ଼ Sabāri gauṟḍ̠a

  • ଦେ. ବି — ସବାରି କାନ୍ଧୋଇବା ବେହେରାଗଣ — The bearers of a pālki
  • ଦେ. ବି — [ଦ୍ର—କେତେକ ଅଞ୍ଚଳରେ ଗଉଡ଼ମାନେ, କେତେକ ସ୍ଥଳରେ ବାଉରୀ, କେତେକ ସ୍ଥଳରେ କୋହ୍ଲ, କେତେକ ସ୍ଥଳରେ ସାନ୍ତାଳ ଆଦି ଅନାର୍ଯ୍ୟଜାତି ଓ କେତେକ ଅଞ୍ଚଳରେ ହାଡ଼ିମାନେ ସବାରି ବୁହାନ୍ତି।]