ସବାରି କାନ୍ଧୁଆ Sabāri kāndhuā
- ଦେ. ବି — ସବାରିର ବାଉଁଶକୁ କାନ୍ଧ ଉପରେ ବୁହାଇବା ବାହକଗଣ — Bearers carrying the poles of the palki on the shoulders
- ଦେ. ବିଣ — ଯେଉଁମାନେ ସବାରିର ବାଉଁଶକୁ କାନ୍ଧଦ୍ୱାରା ବୁହାନ୍ତି — Bearing theo pālki on their shoulders
- ଦେ. ବିଣ — (ଯଥା—ସବାରିକାନ୍ଧିଆ ଗଉଡ଼)