ସବା ମଝିଆଁ Ssbā majhiāñ
- ଦେ. ବିଣ. (ସଂ ସର୍ବ ମଧ୍ୟସ୍ଥ) — ସମସ୍ତଙ୍କର କେନ୍ଦ୍ରସ୍ଥ — Central
- ଦେ. ବିଣ. (ସଂ ସର୍ବ ମଧ୍ୟସ୍ଥ) — ସମସ୍ତଙ୍କର ମଧ୍ୟ ସ୍ଥଳରେ ଅବସ୍ଥିତ — Middlemost
- ଦେ. ବିଣ. (ସଂ ସର୍ବ ମଧ୍ୟସ୍ଥ) — (ପୁଂ) ସବୁ ଭାଇ ଆଦିଙ୍କ ମଝିରେ ଜାତ — Middlemost in point of age or seniority or birth