ସବା ପଛ Sabā pachha

  • ଦେ. କ୍ରି. ବିଣ — ସମସ୍ତଙ୍କ ପଶ୍ଚାଦ୍ ଭାଗରେ — On the back side of all
  • ଦେ. କ୍ରି. ବିଣ — ଅବଶେଷରେ; ସମସ୍ତଙ୍କ ଶେଷରେ — At last
  • ଦେ. କ୍ରି. ବିଣ — [ଉ—ସବା ପଛେ ଖାଇଲେ ପାଣ୍ଡବ ରାଜନ—କୃଷ୍ଣସିଂହ, ମହାଭାରତ, ବନ]
  • ଦେ. କ୍ରି. ବିଣ — ସମସ୍ତଙ୍କ ପରେ — After all