ସବା ଧୋଇ Sabā dhoi

  • ଦେ. ବି.—(ସଂ ସର୍ବ+ଧୌତି) ଅତିଶୟ ବୃଷ୍ଟି ହେତୁ ଶସ୍ୟ ସମୂଳେ ଧୋଇଯିବା — Complete destrction of crops owing to excessive rain
  • ଦେ. ବି.—(ସଂ ସର୍ବ+ଧୌତି) [ଉ—କପିଳେନ୍ଦ୍ର ଦେବଙ୍କ 32 ଓ 33 ଅଙ୍କରେ ସବାଧୋଇ, ବତାସ ଓ ଦୁର୍ଭିକ୍ଷ ହୋଇଥିଲା।—ଜଗବନ୍ଧୁ, ପ୍ରାଚୀନ ଉତ୍କଳ।] — [ଉ—କପିଳେନ୍ଦ୍ର ଦେବଙ୍କ32ଓ33ଅଙ୍କରେ ସବାଧୋଇ, ବତାସ ଓ ଦୁର୍ଭିକ୍ଷ ହୋଇଥିଲା—ଜଗବନ୍ଧୁ, ପ୍ରାଚୀନ ଉତ୍କଳ]
  • ଦେ. ବି.—(ସଂ ସର୍ବ+ଧୌତି) ନଈବଢ଼ି ଯୋଗୁଁ ସମସ୍ତ ଜମିର ଫସଲର ନଷ୍ଟି — Complete destruction of the crops of a place due to river flood