ସବଦେପୋଟି Sab depoṭi

  • ବୈଦେ. (ଇଂ) ବି — ଡେପୁଟିଙ୍କ ଅଧସ୍ତନ ହାକିମ — Subdeputy
  • ବୈଦେ. (ଇଂ) ବି — [ଦ୍ର— ଏମାନେ ଦୁଇ ଶ୍ରେଣୀର ଯଥା—ସବ ଡେପୁଟି କଲେକ୍ଟର ଓ ସବ୍ ଡେପୁଟି ମାଜିଷ୍ଟ୍ରେଟ।]