ସଫାଇ ସାହାବ Saphāi sāhāba
- ପ୍ରାଦେ (ସମ୍ବଲପୁର) ବି — ମ୍ୟୁନିସିପାଲିଟିର ଚେଆର୍ମାନ୍ — The Chairman of a Municipality
- ପ୍ରାଦେ (ସମ୍ବଲପୁର) ବି — ସଫା ରହିଲା କି ନାହିଁ, ଏ ବିଷୟ ପରିଦର୍ଶନ କରିବା ପାଇଁ ସହରରେ ମ୍ୟୁନିସିପାଲିଟି ଦ୍ୱାରା ନିଯୁକ୍ତ ପ୍ରଧାନ କର୍ମଚାରୀ — Conservancy Inspector of a Municipality