ସଫାଇ ମାନିବା Saphāi mānibā

  • ଦେ. କ୍ରି. (କଚିରିଆ) — (ଅଭିଯୁକ୍ତ ବ୍ଯକ୍ତି) ଆପଣାର ନିର୍ଦ୍ଦୋଷତା ପ୍ରମାଣ କରିବା ପାଇଁ ସାକ୍ଷୀ— ମାନଙ୍କୁ ସମନ କରିବା ପାଇଁ କୋର୍ଟକୁ ଆବେଦନ କରିବା — To cite defence witness in one's own defence (Said of an accused person)