ସଫା ସୁତରା Saphā sutarā

  • ବୈଦେ. ବିଣ (ଫା. ସାଫ୍ ଓ ଉର୍ଦ୍ଦୁ ସୁଥ୍ରା) — ସୁପରିଷ୍କୃତ — Well cleaned; well swept (house)
  • ବୈଦେ. ବିଣ (ଫା. ସାଫ୍ ଓ ଉର୍ଦ୍ଦୁ ସୁଥ୍ରା) — ସୁନିର୍ମଳ — Purified
  • ବୈଦେ. ବିଣ (ଫା. ସାଫ୍ ଓ ଉର୍ଦ୍ଦୁ ସୁଥ୍ରା) — ପରିଷ୍କୃତ ଓ ପରିଚ୍ଛନ୍ନ — Neat and clean