ସଫା ସାବୀତ୍ Saphā sābīta

  • ବୈଦେ. ବି (କଚିରିଆ) (ଫା ସାଫ୍ ଓ ସବୁଦ୍= ପ୍ରମାଣ) — ସୁସ୍ପଷ୍ଟ; ପ୍ରମାଣ; ନିଃସନ୍ଦେହ ପ୍ରମାଣ — Clear and undeniable proof
  • ବିଣ — ସୁସ୍ପଷ୍ଟ ରୂପେ ପ୍ରମାଣିତ — Clearly proved; proved beyond doubt