ସଫର ଦରୀ Saphara darī

  • ଦେ. ବି (ଜାହାଜୀ ଭାଷା) — ଜାହାଜର ପଶ୍ଚାଦ୍ଭାଗରେ ପତାକା ଉଡ଼ିବାର ସ୍ତମ୍ଭ — The hind flag-mast of a ship
  • ଦେ. ବି (ଜାହାଜୀ ଭାଷା) — [ଉ—ତାହା ବାଦେ ଦିଶିଲା ଜାହାଜର ବାହୁଟିଆ କୁନ୍ଦା, ଆଉ ସଫରଦାରୀ ରସି। ଫକୀରମୋହନ, ଗଳ୍ପସ୍ୱଳ୍ପ।]