ସପ୍ତୋତ୍ତର Saptottara

  • ସଂ. ବିଣ (ସପ୍ତନ୍+ଉତ୍ତର; ସପ୍ତ ସଂଖ୍ୟା ଅଛି ଉତ୍ତରରେ ବା ଶେଷରେ ଯାହାର; ବହୁବ୍ରୀହି) — ସାତ— ଉତ୍ତର; ଯେଉଁ ରାଶିର ଶେଷରେ 7 ସଂଖ୍ୟା ଅଛି — ସାତ— ଉତ୍ତର; ଯେଉଁ ରାଶିର ଶେଷରେ7ସଂଖ୍ୟା ଅଛି— Having the digit 7 at the end
  • ସଂ. ବିଣ (ସପ୍ତନ୍+ଉତ୍ତର; ସପ୍ତ ସଂଖ୍ୟା ଅଛି ଉତ୍ତରରେ ବା ଶେଷରେ ଯାହାର; ବହୁବ୍ରୀହି) — (ଯଥା—ସପ୍ତୋତ୍ତର ଶତ= 107 ; ସପ୍ତୋତ୍ତର ଦ୍ୱିଶତ= 207 ) — (ଯଥା—ସପ୍ତୋତ୍ତର ଶତ=107; ସପ୍ତୋତ୍ତର ଦ୍ୱିଶତ=207)