ସପ୍ତାଶ୍ୱ Saptāṡwa

  • ସଂ. ବି (ସପ୍ତନ୍+ଅଶ୍ୱ=ଘୋଡ଼ା ଯାହାର; ବହୁବ୍ରୀହି) — ସୂର୍ଯ୍ୟ — The sun
  • ସଂ. ବି (ସପ୍ତନ୍+ଅଶ୍ୱ=ଘୋଡ଼ା ଯାହାର; ବହୁବ୍ରୀହି) — (ଦ୍ୱିଗୁ) ସାତଟା ଘୋଡ଼ା — Seven horses
  • ସଂ. ବି (ସପ୍ତନ୍+ଅଶ୍ୱ=ଘୋଡ଼ା ଯାହାର; ବହୁବ୍ରୀହି) — ଗାୟତ୍ରୀ, ଉଷ୍ଣିକ୍ ଅନୁଷ୍ଟୁପ୍, ବୃହତୀ, ପଂକ୍ତି, ତ୍ରିଷ୍ଟପ୍, ଜଗତୀ—ଏହି 7 ଟି ବୈଦିକ ଛନ୍ଦ; (ପ୍ରକୃତିବାଦ) — ଗାୟତ୍ରୀ, ଉଷ୍ଣିକ୍ ଅନୁଷ୍ଟୁପ୍, ବୃହତୀ, ପଂକ୍ତି, ତ୍ରିଷ୍ଟପ୍, ଜଗତୀ—ଏହି7ଟି ବୈଦିକ ଛନ୍ଦ; (ପ୍ରକୃତିବାଦ)—. Seven vedic metres
  • ସଂ. ବିଣ (ବହୁବ୍ରୀହି) — ସାତ ଗୋଟି ଅଶ୍ୱ ବିଶିଷ୍ଟ — Having seven horses