ସପ୍ତାର୍ଚ୍ଚିଃ Saptārchchiḥ

  • ସଂ. ବି (ସପ୍ତନ୍+ଅର୍ଚ୍ଚିସ୍=କିରଣ ଯାହାର; ବହୁବ୍ରୀହି) — ସପ୍ତଜିହ୍ୱ; ଅଗ୍ନି — The fire
  • ସଂ. ବି (ସପ୍ତନ୍+ଅର୍ଚ୍ଚିସ୍=କିରଣ ଯାହାର; ବହୁବ୍ରୀହି) — ସପ୍ତାଂଶୁ (ଦେଖ) — Saptāṁṡu (See)
  • ସଂ. ବି (ସପ୍ତନ୍+ଅର୍ଚ୍ଚିସ୍=କିରଣ ଯାହାର; ବହୁବ୍ରୀହି) — ଚିତ୍ରକ ବୃକ୍ଷ (ବିଶ୍ୱକୋଷ) — The plumbago Zeylanica (tree)
  • ସଂ. ବିଣ — କ୍ରୂର ଚକ୍ଷୁର୍ବିଶିଷ୍ଟ — Having malignant look