ସପ୍ତାଙ୍ଗ Saptāṅga
- ସଂ. ବି—(ସପ୍ତନ୍+ଅଙ୍ଗ; ସମାହାର ଦ୍ୱିଗୁ) — ନୀତି— ଶାସ୍ତ୍ରୋକ୍ତ ରାଜ୍ୟର ସାତ ଗୋଟି ଅଙ୍ଗ — The seven components of a kingdom
- ସଂ. ବି—(ସପ୍ତନ୍+ଅଙ୍ଗ; ସମାହାର ଦ୍ୱିଗୁ) — [ଯଥା—ସ୍ୱାମୀ, ଅମାତ୍ୟ, ସୁହୃତ୍, କୋଷ, ରାଷ୍ଟ୍ର, ଦୁର୍ଗ ଓ ବଳ, ମତାନ୍ତରରେ ରାଜା, ଅମାତ୍ୟ, ପୁର, ରାଷ୍ଟ୍ର, କୋଷ, ଦଣ୍ଡ ଓ ସହୃତ୍ (ମନୁ 9 - 29 । 296 ); ମତାନ୍ତରରେ ରାଜା, ଅମାତ୍ୟ, ପ୍ରଜା, ଦୁର୍ଗ, କୋଷାଗାର, ଚତୁରଙ୍ଗ ସୈନ୍ୟ, ମିତ୍ର (ଯାଜ୍ଞବଲ୍କ୍ୟ 1 - 352 ) — [ଯଥା—ସ୍ୱାମୀ, ଅମାତ୍ୟ, ସୁହୃତ୍, କୋଷ, ରାଷ୍ଟ୍ର, ଦୁର୍ଗ ଓ ବଳ, ମତାନ୍ତରରେ ରାଜା, ଅମାତ୍ୟ, ପୁର, ରାଷ୍ଟ୍ର, କୋଷ, ଦଣ୍ଡ ଓ ସହୃତ୍ (ମନୁ9-29296); ମତାନ୍ତରରେ ରାଜା, ଅମାତ୍ୟ, ପ୍ରଜା, ଦୁର୍ଗ, କୋଷାଗାର, ଚତୁରଙ୍ଗ ସୈନ୍ୟ, ମିତ୍ର (ଯାଜ୍ଞବଲ୍କ୍ୟ1-352)
- ସଂ. ବି—(ସପ୍ତନ୍+ଅଙ୍ଗ; ସମାହାର ଦ୍ୱିଗୁ) — ଏକପ୍ରକାର ଯୋଗ ସାଧନ — A sort of spiritual exercise
- ସଂ. ବି—(ସପ୍ତନ୍+ଅଙ୍ଗ; ସମାହାର ଦ୍ୱିଗୁ) — (ଜ୍ୟୋତିଷ) କୌଣସି ଦିବସ ସମ୍ବନ୍ଧେ ଜ୍ଞାତବ୍ୟ ଜ୍ୟୋତିଷୋକ୍ତ ସାତ ଗୋଟି ବିଷୟ (ଯାହା ପଞ୍ଜିକାରେ ଉଲ୍ଲେଖ ହୋଇଥାଏ; ଯଥା—ତିଥି, ବାର, ନକ୍ଷତ୍ର, ରାଶି, ଯୋଗ, କରଣ ଓ ରବ୍ୟଂଶ) — The seven items or information which are calculated according to astrology in respect of every day
- ସଂ. ବି—(ସପ୍ତନ୍+ଅଙ୍ଗ; ସମାହାର ଦ୍ୱିଗୁ) — (ବହୁବ୍ରୀହି; ସପ୍ତଅଙ୍ଗ ବିଶିଷ୍ଟ)— ରାଜ୍ୟ — A kingdom