ସପ୍ତା ମୂଲ Saptā mūla

  • ଦେ. ବି — କାରଖାନା ଆଦିରେ କାମ କରୁଥିବା ମୂଲିଆମାନଙ୍କୁ ସପ୍ତାହର ଶେଷ ଦିନ ଦିଆଯିବା ଉକ୍ତ ସପ୍ତାହର କର୍ମ ପାଇଁ ପ୍ରାପ୍ୟ ମଜୁରି — Weekly wages paid to day—labourers in a factory once in a week