ସପ୍ତା ବଢ଼େଇବା Saptā baṟḍ̠ẖeibā

  • ଦେ. କ୍ରି — ସପ୍ତାହ ବ୍ୟାପୀ ଭାଗବତ ପାଠରୂପ ଉତ୍ସବକୁ ଉଦ୍ଯାପନ କରିବା — To bring about the completion of the reading of the Bhāgabata for a week