ସପ୍ତସୁରା, ସପ୍ତସୋରା Saptasu(o)rā

  • ଦେ. ବି.—(ସଂ. ସପ୍ତସ୍ୱରା) — ସପ୍ତସ୍ୱର ବିଶିଷ୍ଟ ବାଜା — A musical instrument with seven tunes
  • ଦେ. ବି.—(ସଂ. ସପ୍ତସ୍ୱରା) — ସପ୍ତସ୍ୱରା (ଦେଖ) — Saptaswarā (See)