ସପ୍ତସପ୍ତି Saptasapti

  • ସଂ. ବି—(ସପ୍ତନ୍+ସପ୍ତି=ଘୋଟକ ଅଛନ୍ତି ଯାହାଙ୍କ ରଥରେ; ବହୁବ୍ରୀହି) — ସପ୍ତାଶ୍ୱ; ସୂର୍ଯ୍ୟ (ହେମ ଚନ୍ଦ୍ର) — The sun (who, according to the Hindu mythology has seven horses in his one-wheeled chariot)