ସପ୍ତଶଳାକ Sapta ṡaḻāka

  • ସଂ. ବିଣ—(ସପ୍ତନ୍+ଶଳାକା; ସପ୍ତଶଳାକା ଅଛି ଯହିଁରେ; ବହୁବ୍ରୀହି) — ସାତ ଗୋଟି ଶଳାକା ଯୁକ୍ତ — Having seven rods, pins or straight lines
  • ସଂ. ବିଣ—(ସପ୍ତନ୍+ଶଳାକା; ସପ୍ତଶଳାକା ଅଛି ଯହିଁରେ; ବହୁବ୍ରୀହି) — ସପ୍ତଶଳାକ ଚକ୍ର (ଦେଖ) — Saptaṡaḻāka chakra (See)