ସପ୍ତଳା Saptaḻā
- ସଂ. ବି. ସ୍ତ୍ରୀ—(ସପ୍ତନ୍=ସାତ ଗୋଟି ପତ୍ର ବା ପାଖୁଡ଼ା+ ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ+ଅ. ସ୍ତ୍ରୀ) — ନବମଲ୍ଲିକା ଫୁଲ; ନିଆଳୀ ଫୁଲ — A sort of Jasmine; Jasminum Zambac
- ସଂ. ବି. ସ୍ତ୍ରୀ—(ସପ୍ତନ୍=ସାତ ଗୋଟି ପତ୍ର ବା ପାଖୁଡ଼ା+ ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ+ଅ. ସ୍ତ୍ରୀ) — ଗୁଞ୍ଜା; କାଇଁଚ — A sort of black-tipped red or white seed enclosed in a pod; abrus Precatorius
- ସଂ. ବି. ସ୍ତ୍ରୀ—(ସପ୍ତନ୍=ସାତ ଗୋଟି ପତ୍ର ବା ପାଖୁଡ଼ା+ ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ+ଅ. ସ୍ତ୍ରୀ) — ଚର୍ମକଷା; ଦେଉଳିଆ ସିଝୁ (ଗଛ) — Origanum Vulgaris (tree)
- ସଂ. ବି. ସ୍ତ୍ରୀ—(ସପ୍ତନ୍=ସାତ ଗୋଟି ପତ୍ର ବା ପାଖୁଡ଼ା+ ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ+ଅ. ସ୍ତ୍ରୀ) — ମାଂସରୋହିଣୀ ନାମକ ବୃକ୍ଷ — Red wood tree; Soymida Febrifuga