ସପ୍ତମୀଜ Saptamīja

  • ସଂ. ବିଣ. ପୁଂ (ସପ୍ତମୀ+ଜନ୍. ଧାତୁ+କର୍ତ୍ତୃ. ଅ) — ଯେଉଁ ବ୍ଯକ୍ତି ସପ୍ତମୀ ତିଥିରେ ଜନ୍ମଗ୍ରହଣ କରିଛନ୍ତି — Born on the 7th day of the lunar fortnight
  • ସଂ. ବିଣ. ପୁଂ (ସପ୍ତମୀ+ଜନ୍. ଧାତୁ+କର୍ତ୍ତୃ. ଅ) — [ଦ୍ର—କୋଷ୍ଠୀପ୍ରଦୀପ ଗ୍ରନ୍ଥ ମତରେ ସପ୍ତମୀରେ ଜାତ ହେବା ବ୍ଯକ୍ତି କନ୍ୟାପ୍ରଜ, ବୈରୀନାଶକ, ବିଶାଳନେତ୍ର, ବିଖ୍ୟାତ, ଦେବଦ୍ୱିଜପୂଜକ ଓ ପିତୃବିତ୍ତହର୍ତ୍ତା ହୁଅନ୍ତି।]