ସପ୍ତମ ଗୃହ Saptama gṛuha
- ସଂ. ବି (ଜ୍ୟୋତିଷ) — ଜାତକରେ ଲଗ୍ନଠାରୁ 7 ମ ଗ୍ରହର ଅବସ୍ଥିତି; ରାଶିଚକ୍ରରେ ଲଗ୍ନଠାରୁ 7 ମ ସ୍ଥାନ — ଜାତକରେ ଲଗ୍ନଠାରୁ7ମ ଗ୍ରହର ଅବସ୍ଥିତି; ରାଶିଚକ୍ରରେ ଲଗ୍ନଠାରୁ7ମ ସ୍ଥାନ—(Astrology) The seventh room counted from one's natal sign;
- ସଂ. ବି (ଜ୍ୟୋତିଷ) — [ଦ୍ର—ଜାତକର ଏହି ଗୃହ ଉକ୍ତ ବ୍ଯକ୍ତିଙ୍କ ଜାୟା ସ୍ଥାନ ଅଟେ। ଏହି ଗୃହରେ ଥିବା ଗ୍ରହର ପ୍ରକୃତି ଅନୁସାରେ ଉକ୍ତ ବ୍ଯକ୍ତିଙ୍କ ସ୍ୱାମୀଙ୍କର ବା ସ୍ତ୍ରୀଙ୍କର ଅବସ୍ଥା ସୂଚିତ ହୁଏ।