ସପ୍ତଭଦ୍ର Sapta bhadra

  • ସଂ. ବି (ବୈଦ୍ଯକ) (ବହୁବ୍ରୀହି; ସପ୍ତ=ସାତ+ଭଦ୍ର ଶୁଭକର) — ଶିରୀଷ ବୃକ୍ଷ (ଶବ୍ଦ ଚନ୍ଦ୍ରିକା) — Acaciā Lebbec (tree)