ସପ୍ତନାଡ଼ିକ Sapta nāṟḍ̠ika

  • ସଂ. ବିଣ. ପୁଂ (ସପ୍ତନ୍+ନାଡ଼ୀ ଯାହାର; ବହୁବ୍ରୀହି; ସପ୍ତନ୍+ନାଡ଼ୀ+କ) — ସାତ ଗୋଟି ନାଡ଼ୀଯୁକ୍ତ — Having seven stems or veins
  • ସଂ. ବିଣ. ପୁଂ (ସପ୍ତନ୍+ନାଡ଼ୀ ଯାହାର; ବହୁବ୍ରୀହି; ସପ୍ତନ୍+ନାଡ଼ୀ+କ) — (ଜ୍ୟୋତିଷ) ସପ୍ତନାଡ଼ୀ ଚକ୍ର ବିଶିଷ୍ଟ — Having the astrological figure of Sapta nāṟḍ̠ī chakra