ସପ୍ତ ସାମ Sapta sāma

  • ସଂ. ବି—(ସପ୍ତନ୍+ସାମନ୍; ଦ୍ୱିଗୁ) — ରଅନ୍ତର, ବୃହତ୍ ସାମ, ବାମଦେବ୍ୟ, ବୈରୂପ, ପାବମାନ, ବୈରାଜ ଓ ଚାନ୍ଦ୍ରମସ—ଏହି ସାତ ଗୋଟି ସାମ ବା ସାମବେଦୋକ୍ତ ଗୀୟମାନ ମନ୍ତ୍ର — The seven mystic incantations in the Sāma Beda