ସପ୍ତ ଶିରା Sapta ṡirā

  • ସଂ. ବି (ସପ୍ତନ୍+ଶିରା ଯାହାର; ବହୁବ୍ରୀହି, ଏହି ପତ୍ରରେ ସାତ ଗୋଟି ଶିରା ଥିବାରୁ) — ନାଗବଲ୍ଲୀ (ରାଜ— ନିର୍ଘଣ୍ଟ) — The betel plant
  • ଦେ. ବି—ସଂ, ସପ୍ତଶିରସ୍ — ସାତଟି ମସ୍ତକ ବିଶିଷ୍ଟ ସହସ୍ରରାବଣର ଜଣେ ମନ୍ତ୍ରୀ — Name of a minister of Sahasrā Rābaṇa