ସପ୍ତ ଶଯ୍ୟା Sapta ṡaj̄j̄yā

  • ଦେ. ବି—(ସପ୍ତ ସଂଖ୍ୟକ ଶଯ୍ୟା ଯାହାର; ବହୁବ୍ରୀହି) — ଢେଙ୍କାନାଳ ରାଜ୍ୟସ୍ଥିତ ସାତଗୋଟି ସ୍ତର ବା ଶ୍ରେଣୀ ବିଶିଷ୍ଟ ପାହାଡ଼ର ନାମ — Name of a range of seven layers of hills in the Dhenkanal State of Orissa
  • ଦେ. ବି—(ସପ୍ତ ସଂଖ୍ୟକ ଶଯ୍ୟା ଯାହାର; ବହୁବ୍ରୀହି) — [ଉ—ଝର— ଉପବୀତ ଧାରୀ ସପ୍ତଶଯ୍ୟା—ଶିଖରିଶୃଙ୍ଗେ ତଅଁଳା—ରାଧାନାଥ, ପାର୍ବତୀ]
  • ଦେ. ବି—(ସପ୍ତ ସଂଖ୍ୟକ ଶଯ୍ୟା ଯାହାର; ବହୁବ୍ରୀହି) — [ଦ୍ର—ଏହି ପାହାଡ଼ରେ ଗୋଟିଏ ସ୍ୱାସ୍ଥ୍ୟକର ଝର ଅଛି ଓ ଏହା ଉପରେ ଥିବା ଜଙ୍ଗଲରେ ଲେମ୍ବୁ; ଟଭା କଦଳୀ, ଜେଉଟ, ଧାନୁଆ ଲଙ୍କାମରିଚ ପ୍ରଭୃତି ଅନେକ ଗଛ ଅଛି। ସ୍ଥାନୀୟ ଲୋକେ ଏ ସବୁକୁ ଖାଦ୍ୟପାଇଁ ସଂଗ୍ରହ କରନ୍ତି। ଢେଙ୍କାନାଳ ଗଡ଼ଠାରୁ ସାତ ମାଇଲ୍ ଦୂରରେ ଦକ୍ଷିଣପୂର୍ବ କୋଣରେ ଏହି ପର୍ବତ ଅବସ୍ଥିତ।]