ସପ୍ତ ରକ୍ତ Sapta rakta

  • ସଂ. ବି—(ଦ୍ୱିଗୁ; ସପ୍ତନ୍+ରକ୍ତ=ରକ୍ତବର୍ଣ୍ଣ ଅବୟବ) — ଶରୀରର ରକ୍ତବର୍ଣ୍ଣ ବା ରକ୍ତାଭ ସାତ ଗୋଟି ଅବୟବ (ଯଥା—କରତଳ, ପାଦତଳ, ନେତ୍ରପ୍ରାନ୍ତ, ଜିହ୍ୱା, ତାଳୁ, ଓଷ୍ଠ ଓ ନଖ) — The Seven reddish parts of the body. (e.g. palms; soles, ends of the eyes, tongue, palate, lips and nails