ସପ୍ତ ମାତୃକା Sapta mātṛukā

  • ସଂ. ବି — (ଦ୍ୱିଗୁ) ତାନ୍ତ୍ରିକମାନଙ୍କର ସାତ ଦେବତା — A class of seven female Deities worshipped in Tantric rites
  • ସଂ. ବି — [ଦ୍ର—ଏମାନଙ୍କର ନାମ, ଯଥା—ବ୍ରହ୍ମୀ, ମାହେଶ୍ୱରୀ, କୌମାରୀ, ବୈଷ୍କବୀ, ବାରାହୀ, ଇନ୍ଦ୍ରାଣୀ ଓ ଚାମୁଣ୍ଡା]