ସପ୍ତ ମନୁଷ୍ୟ Sapta manushya

  • ସଂ. ବି — ମନୁଷ୍ୟମାନଙ୍କର ପୁରାଣୋକ୍ତ ସାତଜଣ ଆଦି— ପୁରୁଷ — Names of seven progenitors of mankind
  • ସଂ. ବି — [ଦ୍ର—ଶାଦ୍ଧ ଓ ତର୍ପଣାଦିରେ ଏହି ସପ୍ତ ଆଦିପୁରୁଷଙ୍କୁ ପିଣ୍ଡ ଓ ତିଳୋଦକାଦି ଦିଆଯାଏ। ଏମାନଙ୍କ ନାମ ଯଥା—ସନକ, ସନନ୍ଦ, ସନାତନ, କପିଳ, ବୋଢ଼ୁ, ଆସୁରୀ ଓ ପଞ୍ଚଶିଖ। 'ସନକ ଓ ସୁନନ୍ଦ' ତଳେ ନୋଟ୍ ଦେଖ]