ସପ୍ତ ବ୍ରାହ୍ମଣ Sapta brāhmaṇa

  • ସଂ. ବି (ସମାହାର ଦ୍ୱିଗୁ) ଏକସ୍ଥାନରେ ସାତଜଣ ବ୍ରାହ୍ମଣଙ୍କ ସମ୍ମିଳନ — Seven Brāhmaṇas assembled at one place
  • ସଂ. ବି (ଦ୍ୱିଗୁ) ସପ୍ତର୍ଷି (ଦେଖ) — Saptarshi (See)