ସପ୍ତ ପୁରୁଷ Sapta purusha

  • ସଂ. ବି — ମନୁଷ୍ୟର ଉପରର ଓ ତଳର, କିଂବା ଉପରକୁ, ତଳକୁ ଓ ନିଜକୁ ମିଶାଇ ଗଣାଯିବା ସାତଜଣ ବଂଶଧର — Seven generations (above and below) and either including or excluding himself