ସପ୍ତ ପୁତ୍ର Sapta putra
- ସଂ. ବି—(ଦ୍ୱିଗୁ) — ସାତଗୋଟି ସନ୍ତାନ — Seven sons
- ସଂ. ବିଣ ଓ ବି. ପୁଂ — (ବହୁବ୍ରୀହି) ଯାହାଙ୍କର 7 ଟି ପୁଅ ଅଛନ୍ତି — (ବହୁବ୍ରୀହି) ଯାହାଙ୍କର7ଟି ପୁଅ ଅଛନ୍ତି—. Father of seven sons
- ସଂ. ବିଣ ଓ ବି. ପୁଂ — ସଂ. (ବହୁବ୍ରୀହି) ସପ୍ତଲୋକ ଯାହାଙ୍କ ପୁତ୍ର — Father of the seven worlds