ସପ୍ତ ନାଡ଼ୀ ଚକ୍ର Sapta nāṟḍ̠ī chakra
- ସଂ. ବି (ଜ୍ୟୋତିଷ) — ବୃଷ୍ଟିଜ୍ଞାନାର୍ଥ ଗ୍ରହନକ୍ଷତ୍ରାଙ୍କିତ ସପ୍ତନାଡ଼ୀକ ସର୍ପାକୃତ ଚକ୍ର ବିଶେଷ — An astrological circle set up with planets and asterisms indicating the amount of rain which will fall on the earth
- ସଂ. ବି (ଜ୍ୟୋତିଷ) — [ଦ୍ର—ସର୍ପଆକାରରେ 7 ଟି ନାଡ଼ୀ ଅଙ୍କନ କରି ତହିଁରେ ଜ୍ୟୋତିଷ ଶାସ୍ତ୍ରର ଉପଦେଶ ଅନୁସାରେ ଗ୍ରହ— ନକ୍ଷତ୍ରାଦି ସଂସ୍ଥାପିତ କଲେ ସେହି ଗ୍ରହନକ୍ଷତ୍ରାଦିଙ୍କ ଅବସ୍ଥାନ ଅନୁସାରେ ଆଗାମ ବର୍ଷ ହେବା ବୃଷ୍ଟିର ପରିମାଣ ଓ କାଳ ଜଣା ପଡ଼େ। ଚାରୋଟି ଲେଖାଏଁ ନକ୍ଷତ୍ରରେ ଗୋଟିଏ ନାଡ଼ୀ ହୁଏ। ସେ ନାଡ଼ୀମାନଙ୍କର ଭିନ୍ନ ଭିନ୍ନ ନାମ ଓ ଫଳ ଅଛି।] — [ଦ୍ର—ସର୍ପଆକାରରେ7ଟି ନାଡ଼ୀ ଅଙ୍କନ କରି ତହିଁରେ ଜ୍ୟୋତିଷ ଶାସ୍ତ୍ରର ଉପଦେଶ ଅନୁସାରେ ଗ୍ରହ— ନକ୍ଷତ୍ରାଦି ସଂସ୍ଥାପିତ କଲେ ସେହି ଗ୍ରହନକ୍ଷତ୍ରାଦିଙ୍କ ଅବସ୍ଥାନ ଅନୁସାରେ ଆଗାମ ବର୍ଷ ହେବା ବୃଷ୍ଟିର ପରିମାଣ ଓ କାଳ ଜଣା ପଡ଼େ ଚାରୋଟି ଲେଖାଏଁ ନକ୍ଷତ୍ରରେ ଗୋଟିଏ ନାଡ଼ୀ ହୁଏ ସେ ନାଡ଼ୀମାନଙ୍କର ଭିନ୍ନ ଭିନ୍ନ ନାମ ଓ ଫଳ ଅଛି]