ସପ୍ତ ଦଶ Sapta daṡa

  • ସଂ. ବି (ସପ୍ତ ଦଶନ୍ ଶବ୍ଦ; ବହୁବଚନ; ସପ୍ତନ୍+ଦଶନ୍; ସପ୍ତ ଅଧିକ ଦଶ; ମଧ୍ୟପଦଲୋପୀ କର୍ମଧାରୟ) — 17 ; ସତର — 17; ସତର—Seventeen; 17
  • ସଂ. ବିଣ — ସତର ସଂଖ୍ୟକ — Numbering seventeen
  • ସଂ. ବିଣ — ସତର ସଂଖ୍ୟାର ପୂରଣ — Seventeenth