ସପ୍ତ ତନ୍ତୁ Sapta tantu

  • ସଂ. ବି (ବହୁବ୍ରୀହି; ସପ୍ତନ୍=ଅଗ୍ନିର ସପ୍ତ ଜିହ୍ୱା ବା ସପ୍ତ ବିଧ ପ୍ରାର୍ଥନା+ତନ୍ ଧାତୁ+ଅଧିକରଣ. ତୁ; ଯହିଁରେ ଅଗ୍ନିର ସପ୍ତ ଜିହ୍ୱା ବିସ୍ତୃତ ହୁଏ) — ଯଜ୍ଞ; ଯାଗ; (ଅମର) — Vedic sacrifice
  • ସଂ. ବି (ବହୁବ୍ରୀହି; ସପ୍ତନ୍=ଅଗ୍ନିର ସପ୍ତ ଜିହ୍ୱା ବା ସପ୍ତ ବିଧ ପ୍ରାର୍ଥନା+ତନ୍ ଧାତୁ+ଅଧିକରଣ. ତୁ; ଯହିଁରେ ଅଗ୍ନିର ସପ୍ତ ଜିହ୍ୱା ବିସ୍ତୃତ ହୁଏ) — [ଦ୍ର—ତୁ ଦେବ ସପ୍ତତନ୍ତୁ ହେତୁ, ଚତୁର ହୋତ୍ର ମୂଳତତ୍ତ। ଜଗନ୍ନାଥ, ଭାଗବତ।]