ସପ୍ତ ଜ୍ୱାଳ Sapta jhāḻa
- ସଂ. ବି (ସପ୍ତନ୍= 7 +ଜିହ୍ୱା, ଜ୍ୱାଳା=ଶିଖା ପାହାର ବହୁବ୍ରୀହି) — ଅଗ୍ନି; ନିଆଁ — Fire
- ସଂ. ବି (ସପ୍ତନ୍= 7 +ଜିହ୍ୱା, ଜ୍ୱାଳା=ଶିଖା ପାହାର ବହୁବ୍ରୀହି) — [ଦ୍ର—ଅଗ୍ନିଙ୍କର 7 ଗୋଟି ଜିହ୍ୱାର ନାମ, ଯଥା—କାଳୀ, କରାଳୀ, ମନୋଜବା, ସୁଲୋହିତା, ସୁଧୂସବର୍ଣ୍ଣା, ସ୍ଫୁଲିଙ୍ଗିନୀ ବା ଉଗ୍ରା, ବିଶ୍ୱନିରୂପିଣୀ ବା ବିଶ୍ୱନନ୍ଦା ବା ପ୍ରଦୀପ୍ତା। ମତାନ୍ତରରେ ସପ୍ତ ଜିହ୍ୱାର ନାମ, ଯଥା—ଆବହ, ପ୍ରବହ, ଉଦ୍ବହ, ସଂବହ, ବିବହ, ନିବହ, ପରିବହ। ଏହି 7 ଗୋଟି ବାୟୁ ଅଗ୍ନିର 7 ଗୋଟି ଜିହ୍ୱା ରୂପେ କଥିତ। — [ଦ୍ର—ଅଗ୍ନିଙ୍କର7ଗୋଟି ଜିହ୍ୱାର ନାମ, ଯଥା—କାଳୀ, କରାଳୀ, ମନୋଜବା, ସୁଲୋହିତା, ସୁଧୂସବର୍ଣ୍ଣା, ସ୍ଫୁଲିଙ୍ଗିନୀ ବା ଉଗ୍ରା, ବିଶ୍ୱନିରୂପିଣୀ ବା ବିଶ୍ୱନନ୍ଦା ବା ପ୍ରଦୀପ୍ତା ମତାନ୍ତରରେ ସପ୍ତ ଜିହ୍ୱାର ନାମ, ଯଥା—ଆବହ, ପ୍ରବହ, ଉଦ୍ବହ, ସଂବହ, ବିବହ, ନିବହ, ପରିବହ ଏହି7ଗୋଟି ବାୟୁ ଅଗ୍ନିର7ଗୋଟି ଜିହ୍ୱା ରୂପେ କଥିତ
- ସଂ. ବି (ସପ୍ତନ୍= 7 +ଜିହ୍ୱା, ଜ୍ୱାଳା=ଶିଖା ପାହାର ବହୁବ୍ରୀହି) — କର୍ମ ବିଶେଷରେ ଏହି ସପ୍ତ ଜିହ୍ୱାଙ୍କର ନାମାନ୍ତର ମଧ୍ୟ ଅଛି, ଯଥା—(କ) 1 ହରିଣ୍ୟା, 2 କନକା, 3 ରକ୍ତା, 4 କୃଷ୍ଣା, 5 ସୁପ୍ରଭା, 6 ବହୁରୂପା, 7 ଅତିରିକ୍ତା। (ଖ) 1 ଶ୍ୱେତ, 2 ପୀତ, 3 ରକ୍ତ, 4 କୃଷ୍ଣ, 5 ନୀଳ, 6 ଧୂମ୍ର, 7 ପାଟଳ।] — କର୍ମ ବିଶେଷରେ ଏହି ସପ୍ତ ଜିହ୍ୱାଙ୍କର ନାମାନ୍ତର ମଧ୍ୟ ଅଛି, ଯଥା—(କ)1ହରିଣ୍ୟା,2କନକା,3ରକ୍ତା,4କୃଷ୍ଣା,5ସୁପ୍ରଭା,6ବହୁରୂପା,7ଅତିରିକ୍ତା (ଖ)1ଶ୍ୱେତ,2ପୀତ,3ରକ୍ତ,4କୃଷ୍ଣ,5ନୀଳ,6ଧୂମ୍ର,7ପାଟଳ]