ସପ୍ଟାଇବା, ସପଟାଇବା Sap(pa)ṭāibā
- ଦେ. କ୍ରି (ସଂ. ସର୍ପ ବା ସଂ. ସମ୍+ପୁଟ୍. ଧାତୁ) — କୌଣସି ପଦାର୍ଥକୁ ଅନ୍ଯ ପଦାର୍ଥ ସଙ୍ଗେ ସଂଶ୍ଳେଷିତ କରିବା; ଜଡ଼ାଇବା; ଜଡ଼ିତ କରାଇବା — To cause any thing to adhere to another thing
- ଦେ. କ୍ରି (ସଂ. ସର୍ପ ବା ସଂ. ସମ୍+ପୁଟ୍. ଧାତୁ) — ଜାବୁଡ଼ି କରି ଧରିବା — To hold tightly
- ଦେ. କ୍ରି (ସଂ. ସର୍ପ ବା ସଂ. ସମ୍+ପୁଟ୍. ଧାତୁ) — ଗୁଡ଼େଇ ହେବା — To entwine