ସପୁରି କନ୍ଦା Sapuri kandā

  • ଦେ. ବି — ସପୁରି ଗଛର ଦଣ୍ଡର ମୂଳରେ ପତ୍ରର ପାଖୁଡ଼ା— ମାନଙ୍କ ଭିତରେ ଥିବା କୋମଳାଂଶ — The soft kernal inside the stem of the pine apple plant near the root
  • ଦେ. ବି — [ଦ୍ର—ଏହି କନ୍ଦାର ରସକୁ କୃମିରୋଗଯୁକ୍ତ ଶିଶୁଙ୍କୁ ଆଇଲେ କୃମି ନଷ୍ଟ ହୋଇଯାଆନ୍ତି ଏବଂ ଶିଶୁ ନୀରୋଗ ଓ ସବଳ ହୁଅନ୍ତି।]