ସପତ୍ନୀକ Sapatnīka
- ସଂ.ବିଣ. ପୁଂ (ସପତ୍ନୀ+କ) — ଯାହାର ଏକାଧିକ ବିବାହିତା ସ୍ତ୍ରୀ ଥାଆନ୍ତି — A person having more than one wife
- ସଂ.ବିଣ. ପୁଂ (ସପତ୍ନୀ+କ) — (ସହାର୍ଥ ବହୁବ୍ରୀହି; ସ+ପତ୍ନୀ+କ) ଯାହାର ସ୍ତ୍ରୀ ବଞ୍ଚିଥାଏ — A person having his wife living
- ସଂ.ବିଣ. ପୁଂ (ସପତ୍ନୀ+କ) — ସସ୍ତ୍ରୀକ; ସ୍ତ୍ରୀଙ୍କ ସମଭିବ୍ଯାହାରୀ — Accompanied with one's wife