ସପତ ସ୍ୱରୀ, ସପତ ସ୍ୱରା Sapata swarī(ā)

  • ଦେ. ବିଣ (ସଂ. ସପ୍ତସ୍ବର) — ସପ୍ତସ୍ୱରୀ; ସପ୍ତସ୍ୱର ଯୁକ୍ତ (ବାଦ୍ୟ) — (musical instrument) Having seven tunes
  • ଦେ. ବି — ସପ୍ତସ୍ବର ଯୁକ୍ତ ବାଜା — A musical instrument with seven tunes