ସପତ ଫେଣି Sapata pheṇi
- ଦେ. ବି. (ସଂ. ସପ୍ତ+ଫଣା, ଫଣୀ) — ସପ୍ତଫେଣି ଗଛ — Cactus; Opuntia Dilleni
- ଦେ. ବି. (ସଂ. ସପ୍ତ+ଫଣା, ଫଣୀ) — [ଦ୍ର—ଏହା ଏକ ପ୍ରକାର ନାଗଫେଣିଆ ଗଛ। ନାଗଫେଣିଆର ଶାଖା ଅଂଶଯୁକ୍ତ; କିନ୍ତୁ ସପତଫେଣିଆର ଶାଖା ଚେପ୍ଟା।]
- ଦେ. ବିଣ. — (ସଂ. ସପ୍ତଫଣୀ) ସପ୍ତଫେଣୀ; ସପ୍ତଫଣାଯୁକ୍ତ (ସର୍ପ) — Seven hooded (serpent)