ସପକ୍ଷତ୍ୱ Sapakshatwā
- ସଂ. ବି (ସପକ୍ଷ+ଭାବେ ତା, ତ୍ୱ) — ସହାୟତା; ସହାଯ୍ଯ — Help; assistance
- ସଂ. ବି (ସପକ୍ଷ+ଭାବେ ତା, ତ୍ୱ) — ଏକ ପକ୍ଷାବଲମ୍ବନ — Act of joining the same party; partisanship
- ସଂ. ବି (ସପକ୍ଷ+ଭାବେ ତା, ତ୍ୱ) — ପକ୍ଷ ବା ଡେଣାଯୁକ୍ତ ଅବସ୍ଥା — The state of being winged
- ସଂ. ବି (ସପକ୍ଷ+ଭାବେ ତା, ତ୍ୱ) — ଅନୁଗ୍ରହ; ଆନୁକୂଲ୍ୟ — Favour