ସନ୍ମାର୍ଗ Sanmārga

  • ସଂ. ବି (ସତ୍=ଉତ୍ତମ+ମାର୍ଗ=ପନ୍ଥା; କର୍ମଧା) — (ଲକ୍ଷଣାର୍ଥ) ସତ୍ପନ୍ଥା; ସଦାଚାର — Good conduct
  • ସଂ. ବି (ସତ୍=ଉତ୍ତମ+ମାର୍ଗ=ପନ୍ଥା; କର୍ମଧା) — ସଦୁପାୟ — Honest means
  • ସଂ. ବି (ସତ୍=ଉତ୍ତମ+ମାର୍ଗ=ପନ୍ଥା; କର୍ମଧା) — ସାଧୁମାନଙ୍କର ଆଚରିତ ପନ୍ଥା — The ways of the virtuous